Monday 31 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୯   ତା-୩୧ ଜୁଲାଇ ୨୦୧୭

୧-କୋଶଳେଶ୍ବର ମନ୍ଦିର କେଉଁଠାରେ ଅବସ୍ଥିତ ?
ଉ-ସୋନପୁର

୨-ବିପିନ୍ ଚନ୍ଦ୍ର ପାଲ୍ ଓଡିଶାର କେଉଁ ଶିକ୍ଷାନୁଷ୍ଠାନରେ ପ୍ରଧାନଶିକ୍ଷକ ଥିଲେ?
ଉ-ପ୍ୟାରୀମୋହନ ଏକାଡେମୀ ,କଟକ

୩-"ଗଣକବି" ଭାବରେ କେଉଁ କବି ପରିଚିତ?
ଉ-କବି ବୈଷ୍ଣବ ପାଣି

୪-"ପଟ୍ଟଚିତ୍ର" ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି?
ଉ-ରଘୁରାଜପୁର,ପୁରୀ

୫-ଓଡିଶାର ବୃହତ୍ତମ କାରଖାନା କେଉଁଠାରେ ଅବସ୍ଥିତ?
ଉ-ଲୌହ ଇସ୍ପାତ କାରଖାନା,ରାଉରକେଲା

No comments:

Post a Comment