Friday 21 July 2017

ଓଡିଶା ସାଧାରଣଜ୍ଞାନ

     ଓଡିଶା ସାଧାରଣଜ୍ଞାନ-୯  ତା୨୧ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ ନାଟକର ନାମ କଣ ?
ଉ-ବାବାଜୀ

୨-୨୦୧୧ ଜନଗଣନା ଅନୁସାରେ ଓଡିଶାର କେଉଁ ଜିଲ୍ଲାର ଲୋକସଂଖ୍ୟା ସବୁଠାରୁ କମ୍ ?
ଉ-ଦେବଗଡ

୩-ଓଡିଶାରେ କେବେ ସହିଦ୍ ଦିବସ ପାଳନ କରାଯାଏ ?
ଉ-ମାର୍ଚ୍ଚ ୨୯(ସହିଦ୍ ଲକ୍ଷ୍ମଣ ନାୟକଙ୍କ ସହିଦ୍ ଦିବସ)

୪-ପ୍ରଜାତନ୍ତ୍ର ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ କିଏ ?
ଉ-ଡଃ ହରେକୃଷ୍ଣ ମହତାବ

୫-ଗଞ୍ଜାମ ଜିଲ୍ଲାର କେଉଁ ଅଞ୍ଚଳ ପିତ୍ତଳମାଛ ପାଇଁ ପ୍ରସିଦ୍ଧ ?
ଉ-ବେଳଗୁଣ୍ଠା

No comments:

Post a Comment