Saturday 15 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ -୩        ତା-୧୫-ଜୁଲାଇ-୨୦୧୭

୧-ପ୍ରଥମ ଓଡିଆ ଖବରକାଗଜର ନାମ କଣ?
ଉ-ଉତ୍କଳଦୀପିକା

୨-"ବନ୍ଦେ ଉତ୍କଳ ଜନନୀ" କବିତାର ରଚୟିତା କିଏ?
ଉ-କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

୩-ଭିତରକନିକା ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ-କେନ୍ଦ୍ରାପଡା

୪-ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେଉଁ ମସିହାରେ ହୋଇଥିଲା?
ଉ-୧୮୬୬

୫-ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ?
ଉ-ଡଃ. ହରେକୃଷ୍ଣ ମହତାବ 

No comments:

Post a Comment