Friday 28 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୬   ତା-୨୮ ଜୁଲାଇ ୨୦୧୭

୧-ନୂଆପଡା ଜିଲ୍ଲା ଲୋକ ମହୋତ୍ସବର ନାମ କଣ?
ଉ-ମାରାଗୁଡା ଲୋକ ମହୋତ୍ସବ

୨-ବୃହତ୍ତମ ଓଡିଆ ଶବ୍ଦକୋଷର ନାମ କଣ?
ଉ-ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ

୩-ଆକାଶବାଣୀ କେନ୍ଦ୍ର କଟକ କେବେ ସ୍ଥପିତ ହୋଇଥିଲା?
ଉ-୨୮ ଜାନୁଆରୀ ୧୮୪୮

୪-ବ୍ୟାସକବି ଫକୀରମୋହନ ସେନାପତି କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ?
ଉ-ମଲ୍ଲିକାଶପୁର,ବାଲେଶ୍ବର

୫-ବିରେନ୍ଦ୍ର ଲାକ୍ରା କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ହକି

No comments:

Post a Comment