Sunday 16 July 2017

ଓଡିଶା ସାଧାରଣଜ୍ଞାନ

             
                  ଓଡିଶା ସାଧାରଣଜ୍ଞାନ -୪         ତା ୧୬ଜୁଲାଇ୨୦୧୭

୧-ଶ୍ରୀଜଗନ୍ନାଥ ମନ୍ଦିର କେଉଁ ରାଜବଂଶ ଦ୍ବାରା ନିର୍ମିତ ହୋଇଅଛି ?
ଉ-ଗଙ୍ଗବଂଶ

୨-ଉତ୍କଳମଣି ଗୋପବନ୍ଧୁ ଦାସ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
ଉ-ସୁଆଣ୍ଡୋ

୩-ପ୍ରଥମ ଓଡିଆ ଆନ୍ତର୍ଜାତିକ କ୍ରିକେଟ ଖେଳାଳିଙ୍କ ନାମ କଣ ?
ଉ-ଦେବାଶିଷ ମହାନ୍ତି

୪-ଓଡିଶାର ମୋଟ ବ୍ଲକ ସଂଖ୍ୟା କେତେ ?
ଉ-୩୧୪

୫-ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କେଉଁ ଦିନ ଶେଷ ହୋଇଥାଏ ?
ଉ-ପୌଷ ପୂର୍ଣ୍ଣିମା ଦିନ

No comments:

Post a Comment