Tuesday 25 July 2017

ଓଡିଶା ସାଧାରଣଜ୍ଞାନ

    ଓଡିଶା ସାଧାରଣଜ୍ଞାନ-୧୩     ତା-୨୫ ଜୁଲାଇ ୨୦୧୭

୧-କିଏ ଜଗନ୍ନାଥ ଦାସଙ୍କୁ "ଅତିବଡି" ଉପାଧି ପ୍ରଦାନ କରିଥିଲେ?
ଉ-ଶ୍ରୀ ଚୈତନ୍ଯ

୨-ମହାତ୍ମା ଗାନ୍ଧି ପ୍ରଥମ ଥର କେବେ ଓଡିଶା ଆସିଥିଲେ ?
ଉ-୨୩ ମାର୍ଚ୍ଚ ୧୯୨୧

୩-ବୁଢାରାଜା ଶିବମନ୍ଦିର କେଉଁ ସହରରେ ଅବସ୍ଥିତ?
ଉ-ସମ୍ବଲପୁର

୪-ଖୋକାଭାଇ ନାମରେ କେଉଁ ପ୍ରସିଦ୍ଧ ଗାୟକ ସୁପରିଚିତ?
ଉ-ଚିରସବୁଜ ଗାୟକ ଅକ୍ଷୟ ମହାନ୍ତି

୫-ବାରବାଟୀ ଷ୍ଟାଡିୟମ୍ ନିର୍ମାଣ ସମୟରେ ଯେଉଁ ଲଟେରୀ କରାଯାଇଥିଲା ତାହାର ନାମ କଣ ଥିଲା?
ଉ-ବାରବାଟୀ ରଫଲ୍

1 comment: