Tuesday 18 July 2017

ଓଡିଶା ସାଧାରଣଜ୍ଞାନ

          ଓଡିଶା ସାଧାରଣଜ୍ଞାନ-୬     ତା-୧୮ ଜୁଲାଇ ୨୦୧୭

୧-ଓଡିଶାର ଜାଲିଆନାୱାଲାବାଗ୍ ଭାବେ କେଉଁ ସ୍ଥାନ ପରିଚିତ ?
ଉ-ଇରମ୍,ବାସୁଦେବପୁର

୨-ସ୍ବଭାବକବି ଗଙ୍ଗାଧର ମେହେର କେବେ ଜନ୍ମ ଗ୍ରହଣ କରିଥିଲେ ?
ଉ-୯ ଅଗଷ୍ଟ ୧୮୬୨ (ଶ୍ରାବଣ ପୂର୍ଣିମା)

୩-ନୟାଗଡ ଜିଲ୍ଲାର କେଉଁ ସ୍ଥାନରେ ମଣିନାଗେଶ୍ବରୀ ମନ୍ଦିର ଅଛି ?
ଉ-ରଣପୁର

୪-ଶ୍ରିୟଙ୍କା ଷଡଙ୍ଗୀ କେଉଁ ଖେଳ ସହ ସମ୍ପୃକ୍ତ ?
ଉ-ବନ୍ଧୁକ ଚାଳନା

୫-ଶିତୁଳିଆ ସମ୍ପ୍ରଦାୟର ଲୋକେ କେଉଁ ହସ୍ତଶିଳ୍ପ ସହ ସମ୍ପୃକ୍ତ ?
ଉ-ଢୋକ୍ରା

No comments:

Post a Comment