Saturday 22 July 2017

ଓଡିଶା ସାଧାରଣଜ୍ଞାନ

     ଓଡିଶା ସାଧାରଣଜ୍ଞାନ-୧୦  ତା ୨୨ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ?
ଉ-ଗପ ହେଲେ ବି ସତ

୨-ନନ୍ଦନକାନନ ଚିଡିଆଖାନା କେଉଁ ଜଙ୍ଗଲର ଅଂଶ ବିଶେଷ ?
ଉ-ଚନ୍ଦକା

୩-ବୀର ସୁରେନ୍ଦ୍ର ସାଏ କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
ଉ-ଖିଣ୍ଡା,ସମ୍ବଲପୁର

୪-କେଦାରଗୌରୀ କାବ୍ୟର କବି କିଏ ?
ଉ-କବିବର ରାଧାନାଥ ରାୟ

୫-ଓଡିଶାରେ ଲବଣ ସତ୍ୟାଗ୍ରହର ନେତୃତ୍ବ କିଏ ନେଇଥିଲେ ?
ଉ-ଆଚାର୍ଯ୍ୟ ହରିହର

No comments:

Post a Comment