Friday 14 July 2017

ଓଡିଶା ସାଧାରଣଜ୍ଞାନ

           ଓଡିଶା ସାଧାରଣଜ୍ଞାନ
୧-ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ କେଉଁ ମସିହାରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା?
ଉ-୧୮୧୭ ମସିହା

୨-୨୦୧୧ ଜନଗଣନା ଅନୁଯାୟୀ ଓଡିଶାର କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବାଧିକ ଅଟେ?
ଉ-ଖୋର୍ଦ୍ଧା ଜିଲ୍ଲା

୩-ଜାତୀୟ ଲୋକସେବା ଆୟୋଗର ପ୍ରଥମ ଓଡିଆ ସଦସ୍ୟଙ୍କ ନାମ କଣ?
ଉ-ଭୁବନେଶ୍ବର ବେହେରା

୪-ଉତ୍କଳ ଗୌରବ ମଧୁସୂଦନ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ-୨୮ ଏପ୍ରିଲ ୧୮୪୮

୫-ଡୁଡୁମା ଜଳପ୍ରପାତ କେଉଁ ନଦୀରେ ନିର୍ମିତ ହୋଇଅଛି?
ଉ-ମାଛକୁଣ୍ଡ ନଦୀ

No comments:

Post a Comment