Monday 24 July 2017

ଓଡିଶା ସାଧାରଣଜ୍ଞାନ

         ଓଡିଶା ସାଧାରଣଜ୍ଞାନ-୧୨   ତା ୨୪ ଜୁଲାଇ ୨୦୧୭

୧-ପ୍ରଥମ ଓଡିଆ କ୍ଷୁଦ୍ରଗଳ୍ପର ନାମ କଣ ?
ଉ-ରେବତୀ

୨-"ମାଲ୍ୟବନ୍ତ" କେଉଁ ଜିଲ୍ଲାର ଜିଲ୍ଲା ମହୋତ୍ସବର ନାମ ଅଟେ?
ଉ-ମାଲକାନଗିରି

୩-"ସ୍ମୃତି ଓ ଅନୁଭୁତି "କେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆତ୍ମଜୀବନୀ ପୁସ୍ତକ ?
ଉ-ସ୍ବର୍ଗତ ନୀଳମଣି ରାଉତରାୟ

୪-ଉତ୍କଳମଣି ଗୋପବନ୍ଧୁ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ- ୯ ଅକ୍ଟୋବର୍ ୧୮୭୭ ମସିହା

୫-"କୃଷ୍ଣ ପାଗୋଡା ନାମରେ କେଉଁ ମନ୍ଦିର ସୁପରିଚିତ ?
ଉ-କୋଣାର୍କ ସୂର୍ଯ୍ୟମନ୍ଦିର

No comments:

Post a Comment