Sunday 23 July 2017

ଓଡିଶା ସାଧାରଣଜ୍ଞାନ

    ଓଡିଶା ସାଧାରଣଜ୍ଞାନ-୧୧    ତା-୨୩ ଜୁଲାଇ ୨୦୧୭

୧-ଓଡିଆ ବର୍ଣ୍ଣବୋଧର ରଚୟିତା କିଏ?
ଉ-ମଧୁସୂଦନ ରାଓ

୨-କେଉଁ ସହରକୁ "ଶାବର ଶ୍ରୀକ୍ଷେତ୍ର" କୁହାଯାଏ?
ଉ-କୋରାପୁଟ

୩-କେଉଁ ଦେଶ ବିଜୁ ପଟ୍ଟନାୟକଙ୍କୁ "ଭୂମିପୁତ୍ର" ଉପାଧି ଦେଇଥିଲା?
ଉ-ଇଣ୍ଡୋନେସିଆ

୪-ଡଃ ମିନତୀ ମିଶ୍ର କେଉଁ କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ?
ଉ-ଓଡିଶୀ ନୃତ୍ୟ

୫-"ଉତ୍କଳ ଦୀପିକା"ର ପ୍ରକାଶନ କେଉଁ ମସିହାରୁ ଆରମ୍ଭ ହେଲା?
ଉ-୧୮୬୬

No comments:

Post a Comment