Sunday 30 July 2017

ଓଡିଶା ସାଧାରଣଜ୍ଞାନ

   ଓଡିଶା ସାଧାରଣଜ୍ଞାନ-୧୮  ତା-୩୦ ଜୁଲାଇ ୨୦୧୭

୧-ସହୀଦ ଚକରା ବିଶୋଇ କେଉଁ ପ୍ରଜାମେଳି ସହ ସମ୍ପୃକ୍ତ ?
ଉ-ଘୁମୁସର ପ୍ରଜାମେଳି

୨-ଓଡିଶାର କେଉଁ ସହର ହସ୍ତତନ୍ତ ନଗରୀ ରୂପେ ପରିଚିତ?
ଉ-ବରଗଡ

୩-"ଅମଡା ବାଟ" ଉପନ୍ୟାସର ରଚୟିତା କିଏ?
ଉ-ବସନ୍ତ କୁମାରୀ ପଟ୍ଟନାୟକ

୪-ଓଡିଶାର ଲୋକସଭା ଆସନ ସଂଖ୍ୟା କେତେ ?
ଉ-୨୧

୫-ଓଡିଶାର ସବୁଠାରୁ ବଡ ଗ୍ରାମର ନାମ କଣ?
ଉ-ଭୂବନ,ଢେଙ୍କାନାଳ

No comments:

Post a Comment