Wednesday 26 July 2017

ଓଡିଶା ସାଧାରଣଜ୍ଞାନ

      ଓଡିଶା ସାଧାରଣଜ୍ଞାନ-୧୪    ତା-୨୬ ଜୁଲାଇ ୨୦୧୭
୧-ଓଡିଶାର ଉଚ୍ଚତମ ପର୍ବତ ଶୃଙ୍ଗର ନାମ କଣ?
ଉ-ଦେଓମାଳି

୨-ଜ୍ଞାନପୀଠ ପୁରସ୍କାର ପାଇଥିବା ପ୍ରଥମ ଓଡିଆ କିଏ?
ଉ-ଗୋପୀନାଥ ମହାନ୍ତି

୩-ନଡିଆକତା ହସ୍ତଶିଳ୍ପ ପାଇଁ କେଉଁ ସ୍ଥାନ ପ୍ରସିଦ୍ଧ ?
ଉ-ସାକ୍ଷୀଗୋପାଳ

୪-"ଗୁପ୍ତଗଙ୍ଗା" ନାମରେ କେଉଁ ନଦୀ ସୁପରିଚିତ?
ଉ-ବୈତରଣୀ

୫-କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠାରେ ଅବସ୍ଥିତ?
ଉ-ରେମୁଣା,ବାଲେଶ୍ବର

No comments:

Post a Comment