Saturday 29 July 2017

ଓଡିଶା ସାଧାରଣଜ୍ଞାନ

  ଓଡିଶା ସାଧାରଣଜ୍ଞାନ-୧୭       ତା-୨୯ ଜୁଲାଇ ୨୦୧୭

୧-୨୦୧୧ ଜନଗଣନା ଅନୁସାରେ ଓଡିଶାର କେଉଁ ଜିଲ୍ଲାର ସାକ୍ଷରତା ହାର ସର୍ବନିମ୍ନ ଅଟେ ?
ଉ-ନବରଙ୍ଗପୁର

୨-କଳା ବିକାଶ କେନ୍ଦ୍ର,କଟକର ପ୍ରତିଷ୍ଠାତା କିଏ?
ଉ-ବାବୁଲାଲ ଦୋଷୀ

୩-ଓଡିଶାର ସର୍ବପୁରାତନ ଚିନିକଳ କେଉଁ ଠାରେ ଅବସ୍ଥିତ?
ଉ-ଆସ୍କା ଚିନିକଳ

୪-"ତପସ୍ବିନୀ " କାବ୍ୟର କବିଙ୍କ ନାମ କଣ ?
ଉ-ସ୍ବଭାବ କବି ଗଙ୍ଗାଧର ମେହେର

୫-ଚାନ୍ଦୁଆ ଶିଳ୍ପ ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିଛି?
ଉ-ପିପିଲି 

No comments:

Post a Comment