Monday 17 July 2017

ଓଡିଶା ସାଧାରଣଜ୍ଞାନ

           ଓଡିଶା ସାଧାରଣଜ୍ଞାନ-୫   ତା-୧୭ଜୁଲାଇ

୧-ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?
ଉ-ସୀତା ବିବାହ
୨-ଧରଣୀଧର ଭୂୟାଁ କେଉଁ ପ୍ରଜାମେଳି ସହ ସମ୍ପୃକ୍ତ ଥିଲେ?
ଉ-କେନ୍ଦୁଝର ପ୍ରଜାମେଳି
୩-କୋଣାର୍କେ କାବ୍ୟ ରଚନା କରିଥିବା କବିଙ୍କ ନାମ କଣ?
ଉ-ପଣ୍ଡିତ ନୀଳକଣ୍ଠ ଦାସ
୪-ଓଡିଶା ବିଧାନସଭାର ମୋଟ ସଭ୍ୟ ସଂଖ୍ୟା କେତେ ?
ଉ-୧୪୭
୫-ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଅନୁଷ୍ଠିତ ହୋଇଥିଲା?
ଉ-୧୯୦୩ ମସିହା ଡିସେମ୍ବର ମାସରେ

No comments:

Post a Comment